ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱର ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ … April 12,9:07 AM By ପୁନର୍ବାସ ସମାଚାର In ବିଶେଷ ପ୍ରସଙ୍ଗ
ଖବରଦିବ୍ୟାଙ୍ଗସମୂହଙ୍କ ରାଜନୈତିକ ପ୍ରତିନିଧିତ୍ଵ ସରଂକ୍ଷଣ ବିଲ ଉପସ୍ଥାପିତ କଲା ତାମିଲନାଡୁ ।କେବଳ ଅନୁକମ୍ପା ଭିତ୍ତିରେ ନୁହେଁ, ବରଂ ସେମାନଙ୍କ ଅଧିକାର ଆଧାରରେ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଆମେ ଯୋଜନା ପ୍ରସ୍ତୁତ କରୁଛୁ । ଶ୍ରୀ ଷ୍ଟାଲିନ୍ କହିଛନ୍ତି ଯେ ପିଡବ୍ଲ୍ୟୁଡିମାନଙ୍କ ପାଇଁ ୪% ସଂରକ୍ଷଣ ମାଧ୍ୟମରେ...
ଖବରବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଭିନ୍ନକ୍ଷମ ପିଲାଙ୍କ ପିତାମାତା ତୃତୀୟ ସାଧାରଣ ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେକାରା (CARA) ଏହାର ୨୦୨୩ କାର୍ଯ୍ୟନିର୍ବାହୀ ଆଦେଶକୁ ପ୍ରୟୋଗ କରିଥିଲା ଯାହା ସମ୍ଭାବ୍ୟ ପୋଷ୍ୟ ପିତାମାତାଙ୍କର ପୂର୍ବରୁ ଦୁଇଟି ଜୈବିକ ସନ୍ତାନ ରହିଥିଲେ ଏକ ସାଧାରଣ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରତିବନ୍ଧକ...
ଅନ୍ୟାନ୍ୟକିପରି ବୁଝିବା ହୃଦ୍ ରୋଗ ଓ ମେରୁଦଣ୍ଡର ଯତ୍ନ?ହୃଦଘାତ ସାଂପ୍ରତିକ ମଣିଷକୁ ବର୍ତ୍ତମାନ ସବୁଠାରୁ ଆତଙ୍କଗ୍ରସ୍ତ କରି ରଖିଥିବା ଅପ୍ରତ୍ୟାଶିତ ରୋଗ ରୂପେ ପରିଗଣିତ । କେବଳ ସାଧାରଣ ଲୋକ ନୁହଁନ୍ତି ଅଧିକନ୍ତୁ, ଅନ୍ୟ ଯେକୌଣସି ରୋଗ ଦ୍ୱାରା କବଳିତ ବା ଅର୍ଦ୍ଧ...
ସଫଳ ଦୃଷ୍ଟାନ୍ତଅଟିଜିମ୍ ର ବିଜୟୀ ବୀର ସାର୍ଥକର ସାର୍ଥକତାଅଟିଜିମ୍, ଏଡ଼ି ଏଚ୍ ଡି, ଏଏସ୍ଡ଼ି, ଡାଉନ୍ ସିନଡ୍ରମ୍ ସେରେବ୍ରାଲ ପାଲସି ଏସବୁ ଶବ୍ଦ ଶିଶୁ କ୍ଷେତ୍ରରେ ଏକ ବ୍ୟତିକ୍ରମ ଏବଂ ଶୁଣିଲା ବେଳେ ମନ ଭିତରେ ଅନେକ ଦ୍ୱନ୍ଦ୍ୱ, ନିରାଶ ଭାବନା ଓ...
ଅନ୍ୟାନ୍ୟକିପରି ସରଳ ଭାବରେ ବୁଝିବା ଅଟିଜିମ୍?ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି; ମାତ୍ର ମସ୍ତିଷ୍କର (ସ୍ନାୟୁ-ନ୍ୟୁରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା...