ଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱର ଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ … April 12,9:07 AM By ପୁନର୍ବାସ ସମାଚାର In ବିଶେଷ ପ୍ରସଙ୍ଗ
ଖବରଏଣିକି ଦିବ୍ୟାଙ୍ଗଙ୍କ ପାଇଁ ଟ୍ରେନରେ ତଳ ବର୍ଥରେ ବ୍ୟବସ୍ଥାଟ୍ରେନ୍ ଯାତାୟତ ସମୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନଗରିକମାନଙ୍କର ଅସୁବିଧାକୁ ଦେଖି ରେଳ ବିଭାଗ ସେମାନଙ୍କ ସୁଗମ୍ୟତାକୁ ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି ।
ଭିନ୍ନ ସ୍ୱରବ୍ୟବସ୍ଥାଗତ ସଂଶୋଧନ ଦ୍ୱାରା ଭିନ୍ନକ୍ଷମଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସାଂସଦ ଶଶି ଥରୁରଙ୍କ ଆହ୍ୱାନଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇ କଂଗ୍ରେସ ସାଂସଦ ଶଶି ଥରୁର ପାରମ୍ପରିକ ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି, ଯାହାଫଳରେ ଆଇନଗତ ଢାଞ୍ଚା ବିଗତ...
ବିଶେଷ ପ୍ରସଙ୍ଗଦିବ୍ୟାଙ୍ଗଙ୍କ ରାଜନୈତିକ ଅନ୍ତର୍ଭୁକ୍ତି ଓ ବର୍ଦ୍ଧିଷ୍ଣୁ ସଂରକ୍ଷଣର ସ୍ୱରଏବେ ସମୟ ଆସିଛି, ନୂତନ ଭିନ୍ନକ୍ଷମ ଆଇନ୍ ଅନ୍ତର୍ଗତ ଏହି ୨୧ ପ୍ରକାର ଭିନ୍ନକ୍ଷମ ସମୂହଙ୍କ ସ୍ୱାର୍ଥ ଓ ନ୍ୟାଯ୍ୟ ଦାବି ନିମନ୍ତେ ମିଳିତ ଭାବେ ଅଭିଯାନ ଆରମ୍ଭ ହେବା ଆବଶ୍ୟକ
ଭିନ୍ନସ୍ତମ୍ଭଦୁଇଟି ନ୍ୟାୟିକ ହସ୍ତକ୍ଷେପ ଓ ଆଶାବାଦର ଦୁଇଟି ଝଲକଏହି ଐତିହାସିକ ଆଇନ୍ ସମାନତା ଏବଂ ଭେଦଭାବହୀନତାକୁ ସୁନିଶ୍ଚିତ କରାଇବା ସହିତ ରିଜନେବୁଲ ଆକମୋବେନ୍ର ସାମାଜିକ ସୁରକ୍ଷା ବ୍ୟବସ୍ଥା, ଅନ୍ତର୍ଭୁକ୍ତି ଶିକ୍ଷା ଏବଂ ଉଚ୍ଚଶିକ୍ଷା ଓ ନିଯୁକ୍ତି ପରି କ୍ଷେତ୍ରରେ ସଂରକ୍ଷଣର ସୁଯୋଗ ସୃଷ୍ଟି...
Book ReviewTwo must- read inspirational books on DisabilitiesThese two 2024 Odia books—Sabu Modare Jeeban, an inspiring short story anthology, and Maple, a touching novel—highlight the strength, love, and hope of differently abled...